ଓଡ଼ିଆ ନାଟକର କାହାଣୀ, କଳାକାର ଓ ସଂସ୍କୃତି—ଏକ ସ୍ଥାନରେ
ଓଡ଼ିଆ ନାଟକ, ଯାତ୍ରା, ମଞ୍ଚ କଳା, କଳାକାର ଓ ସାଂସ୍କୃତିକ ପରମ୍ପରା ସମ୍ବନ୍ଧୀୟ ମୌଳିକ ତଥ୍ୟ, ଫଟୋ, ଭିଡିଓ ଓ ଲେଖା ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ୍ ମଞ୍ଚ।
ଆମ ପରମ୍ପରାର କାହାଣୀକୁ ଡିଜିଟାଲ୍ ଜଗତରେ ସଂରକ୍ଷଣ ଓ ପ୍ରଚାର କରିବାର ଏକ ଛୋଟ ପ୍ରୟାସ।
ଓଡ଼ିଆ ନାଟକର ଜଗତ
ମଞ୍ଚ, କଳାକାର ଓ ସଂସ୍କୃତି ସହିତ ଜଡିତ ବିଭିନ୍ନ ବିଷୟ ଏକ ସ୍ଥାନରେ ଖୋଜନ୍ତୁ।
ନାଟକ
ପରମ୍ପରାକୁ ଡିଜିଟାଲ୍ ଭାବରେ ଜୀବନ୍ତ ରଖିବା
ଓଡ଼ିଆ ନାଟକ ଓ ଯାତ୍ରା ଆମର ଭାଷା ଏବଂ ଲୋକଜୀବନର ଏକ ମୂଲ୍ୟବାନ ଅଂଶ। ଏହି website ମାଧ୍ୟମରେ ଆମେ ମୌଳିକ ସାଂସ୍କୃତିକ ବିଷୟବସ୍ତୁ, କଳାକାର ସମ୍ବନ୍ଧୀୟ ତଥ୍ୟ ଓ ମଞ୍ଚ ପରମ୍ପରାକୁ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଚାହୁଁଛୁ।
ଆମ ବିଷୟରେ ଅଧିକ ଜାଣନ୍ତୁ →ସ୍ୱତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ
ସାଧାରଣ ପ୍ରଶ୍ନ
Odia Nataka website କେଉଁ ବିଷୟ ପାଇଁ?
ଏହି website ଓଡ଼ିଆ ନାଟକ, ଯାତ୍ରା, ମଞ୍ଚ କଳା, କଳାକାର ଓ ସଂସ୍କୃତି ସମ୍ବନ୍ଧୀୟ ମୌଳିକ ଡିଜିଟାଲ୍ ବିଷୟବସ୍ତୁ ପାଇଁ।
Booking service କେଉଁଠି ମିଳିବ?
Booking ପାଇଁ ଆମର dedicated booking platform ବ୍ୟବହାର କରିପାରିବେ।
QR Code କେଉଁଠି ତିଆରି କରିପାରିବି?
QR Master Pro ହେଉଛି ଆମର main digital feature। ଏଠାରୁ QR Code ତିଆରି ଓ ମ୍ୟାନେଜ୍ କରିପାରିବେ।
SEO tools କେଉଁଠି ଅଛି?
SEO ଓ digital tools ପାଇଁ dedicated tools platform ଉପଲବ୍ଧ ଅଛି। QR Master Pro account system କୁ tools platform ସହିତ common login experience ପାଇଁ ପ୍ରସ୍ତୁତ ରଖାଯାଉଛି।