Odia Nataka ODIA NATAKAPRODUCTION HOUSE
ODIA NATAKA ARCHIVE

ନାଟକ ଡାଇରୀ

Jatra Party ଅନୁସାରେ Year, Nataka ଓ YouTube link ସହିତ ସଂଗଠିତ Odia Nataka archive।

NATAKA DIARY

ଯାତ୍ରା ପାର୍ଟି → ବର୍ଷ → ନାଟକ

ପ୍ରତ୍ୟେକ Jatra Party ଭିତରେ ସେହି ବର୍ଷର ନାଟକ ଓ ଉପଲବ୍ଧ YouTube link ଦେଖନ୍ତୁ। ଏହି archive ର ଉଦ୍ଦେଶ୍ୟ ହେଉଛି ଛିଟିଏଇଥିବା ନାଟକ ସୂଚନାକୁ party, year ଓ nataka ଅନୁସାରେ ସରଳ ଭାବରେ ଗଠନ କରିବା।

ଆମେ ଏହି ତଥ୍ୟ କିପରି ସଜାଉଛୁ?

ନାଟକ ଡାଇରୀରେ Jatra Party ଏକ ମୁଖ୍ୟ ଶ୍ରେଣୀ। ତାହା ତଳେ ବର୍ଷ ଏବଂ ସେହି ବର୍ଷର ନାଟକଗୁଡ଼ିକୁ ଅଲଗା ଭାବରେ ରଖାଯାଏ। ଯେଉଁ ନାଟକ ପାଇଁ YouTube ଭିଡିଓ ଉପଲବ୍ଧ ଅଛି, ସେଠାରେ ସିଧା link ଦିଆଯାଏ। ଏହା ଦର୍ଶକଙ୍କୁ ପ୍ରଥମେ ନାଟକର ନାମ ଓ ପରିପ୍ରେକ୍ଷ୍ୟ ବୁଝି, ପରେ ଭିଡିଓ ଦେଖିବାର ସୁବିଧା ଦିଏ।