Odia Nataka ODIA NATAKAPRODUCTION HOUSE
ODIA NATAKA PHOTO ARCHIVE

Photo Gallery

ଓଡ଼ିଆ ନାଟକ, ଯାତ୍ରା, ମଞ୍ଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଚୟନିତ ଛବି।

ମଞ୍ଚ ଓ ସଂସ୍କୃତିର ଛବି ସଂଗ୍ରହ

ଏହି gallery ରେ ଓଡ଼ିଆ ନାଟକ, ଯାତ୍ରା ଓ ମଞ୍ଚ କାର୍ଯ୍ୟକ୍ରମ ସହିତ ଜଡିତ ଚୟନିତ ଛବିଗୁଡ଼ିକୁ ଏକ ସ୍ଥାନରେ ରଖାଯାଇଛି। ଛବିଗୁଡ଼ିକ ମାଧ୍ୟମରେ ମଞ୍ଚ ସଜାଣା, କାର୍ଯ୍ୟକ୍ରମର ପରିବେଶ ଓ ସାଂସ୍କୃତିକ ଅନୁଭବକୁ ଡିଜିଟାଲ୍ ଭାବେ ସଂରକ୍ଷଣ କରିବା ଏହି archive ର ମୁଖ୍ୟ ଉଦ୍ଦେଶ୍ୟ।